ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ରଖନ୍ତୁ ନାହିଁ ଏହି ବୃକ୍ଷ , ହୋଇ ପାରେ ଅଶାନ୍ତି

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଅନେକ ପ୍ରକାର ଗଛ ରଖିବାକୁ ବାରଣ କରାଯାଇଥାଏ । ସାଧାରଣତଃ ତୁଳସୀ ଓ ମନି ପ୍ଲାଣ୍ଟ ଗଛ ରଖାଯାଇଥାଏ । ଏହା ସକରାତ୍ମକ ଶକ୍ତି ବିକାଶ କରିବା ସହ ଭାଗ୍ୟ ପରିବର୍ତ୍ତନ କରିଥାଏ ବୋଲି ବିଶ୍ୱାସ ରହିଛି । ମାତ୍ର ଏପରି କିଛି ଗଛ ଅଛି ଯାହାକୁ ଘରେ ରଖିବା କଥା ନୁହେଁ  । ଏହା କଳହ, ବିବାଦ ଓ ନକରାତ୍ମକ ଶକ୍ତି ବିକାଶ କରିଥାଏ ବୋଲି ବିଶ୍ୱାସ ରହିଛି । … Continue reading ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ରଖନ୍ତୁ ନାହିଁ ଏହି ବୃକ୍ଷ , ହୋଇ ପାରେ ଅଶାନ୍ତି